[timeout:300][out:json];
(
node(around:1000,20.24210,85.83520)[natural=water][name];
way(around:1000,20.24210,85.83520)[natural=water][name];
rel(around:1000,20.24210,85.83520)[natural=water][name];
node(around:1000,20.24210,85.83520)[tourism=attraction][~"^(addr:housenumber|.*name.*)$"~".",i];
way(around:1000,20.24210,85.83520)[tourism=attraction][~"^(addr:housenumber|.*name.*)$"~".",i];
rel(around:1000,20.24210,85.83520)[tourism=attraction][~"^(addr:housenumber|.*name.*)$"~".",i];
node(around:1000,20.24210,85.83520)[tourism=museum][~"^(addr:housenumber|.*name.*)$"~".",i];
way(around:1000,20.24210,85.83520)[tourism=museum][~"^(addr:housenumber|.*name.*)$"~".",i];
rel(around:1000,20.24210,85.83520)[tourism=museum][~"^(addr:housenumber|.*name.*)$"~".",i];
node(around:1000,20.24210,85.83520)[water=lake][name];
way(around:1000,20.24210,85.83520)[water=lake][name];
rel(around:1000,20.24210,85.83520)[water=lake][name];
);
out center tags;
Bindusagar Lake is located in the right side of the Talabazar road leading from Kedargouri Chowk to Lingaraja Temple, Old Town, Bhubaneswar. This road is also known as Bindusagar Road. It is now under the care and maintenance of Lingaraja Temple Administration. The tank is enclosed within a masonry embankment made of dressed laterite blocks. It is the largest water body of Bhubaneswar. All the rituals of Lord Lingarajaa are closely associated with this lake.
ବିନ୍ଦୁ ବିନ୍ଦୁ ଜଳ ଧାରାରୁ ସୃଷ୍ଟ ବିନ୍ଦୁସାଗର । କେବଳ ସାମାଜିକ କାର୍ଯ୍ୟକଳାପ ନୁହେଁ । ଐତିହାସିକ ତଥା ପୌରଣିକ ଦୃଷ୍ଟିକୋଣର ମଧ୍ୟ ବେଶ୍ ଗୁରୁତ୍ୱ ବହନ କରେ ବିନ୍ଦୁସାଗର । 22 ଏକର ପରିମିତ ଜଳାଶୟ ବିନ୍ଦୁସାଗର । କୁହାଯାଏ ଜନବସତି ଗଢ଼ି ଉଠିବା ପୂର୍ବରୁ ଘଞ୍ଚ ଜଙ୍ଗଲମୟ ଥିଲା ଭୁବନେଶ୍ୱର । ଜଙ୍ଗଲ ଭିତରୁ ବୋହି ଆସିଥିବା ପାଣି ଏହି ସମତଳ ଭୂମିରେ ଜମା ହୋଇ ଧୀରେ ଧୀରେ ବିଶାଳ ଜଳାଶୟରେ ପରିଣତ ହୋଇଛି । ନିତିଦିନିଆ ବ୍ୟବହାର ସହ ଏହି ପାଣିକୁ ଲୋକେ ବିଶେଷ କରି ଚାଷ କାମରେ ବ୍ୟବହାର କଲେ । ତେବେ ଐତିହାସିକ ମତ ଅନୁସାରେ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାଦ୍ଦୀରେ ଅଶୋକ ନିଜ ବାପା ବିନ୍ଦୁସରଙ୍କ ନାଁ ଅନୁସାରେ ଏହି ଉତ୍ସର ନାମ କରଣ କରିଥିଲେ । ଧୀରେ ଧୀରେ ବିନ୍ଦୁସାର ପରିଣତ ହେଲା ବିନ୍ଦୁସାଗରରେ । କିନ୍ତୁ ପୁରାଣ କହେ ଯେତେବେଳେ ମହାଦେବ ମାତା ପାର୍ବତୀଙ୍କୁ ବ୍ରହ୍ମଜ୍ଞାନ ଦେବାକୁ ଚାହିଁଲେ ଏକାମ୍ରକ୍ଷେତ୍ରକୁ ଶ୍ରେଷ୍ଠ ସ୍ଥାନ ଭାବେ ବାଛିଥିଲେ । ବ୍ରହ୍ମଜ୍ଞାନ ଦେବା ଭିତରେ ମାତା ପାର୍ବତୀଙ୍କୁ ଶୋଷ ଲାଗିଥିଲା । ତେଣୁ ତାଙ୍କ ତୃଷ୍ଣା ମେଣ୍ଟେଇବା ପାଇଁ ମହାଦେବ ସେଠାରେ ତ୍ରିଶୂଳ ନିକ୍ଷେପ କରି ଜଳଧାରା ବାହର କରିଥିଲେ । ଯେଉଁଠାରେ ତ୍ରିଶୂଳ ନିକ୍ଷେପ କରିଥିଲେ ତାର ନାଁ ଶଙ୍କର ବାମ୍ଫିଂ । ପଙ୍କୋଦ୍ଧାର ସମୟରେ ସେ ବାମ୍ଫି ଦେଖିବାକୁ ମିଳିଥାଏ । ଯେଉଁଠାରୁ ବିନ୍ଦୁସାଗରର ଉତ୍ପତ୍ତି । ପୁରୁଣା ଭୁବନେଶ୍ୱରବାସୀଙ୍କ ଏକ ପ୍ରମୁଖ ଜଳଉତ୍ସ ହେଉଛି ବିନ୍ଦୁସାଗର । ସ୍ନାନ, ଶୌଚଠାରୁ ରୋଷେଇ ଓ ଦୈନନ୍ଦିନ କାର୍ଯ୍ୟକଳାପ ପାଇଁ ବ୍ୟବହାର ହୁଏ ଏହି ଜଳ । ତାସହ ମାଛ ଚାଷ କରି ଲୋକେ ଜୀବନ ଜୀବିକା ନିର୍ବାହ କରୁଥିଲେ । ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ପାଇଁ ବ୍ୟବହାର ହୁଏ ପବିତ୍ର ବିନ୍ଦୁସାଗର ଜଳ । ଶିବରାତ୍ରୀରେ 108 ଗରା ଜଳରେ ସ୍ନାନ, ଚନ୍ଦନଯାତ୍ରା ଏବଂ ଲିଙ୍ଗରାଜଙ୍କ ପ୍ରତିଟି ନିତିକାନ୍ତି ସହ ଜଡ଼ିତ ବିନ୍ଦୁସାଗର । ବିଶ୍ୱାସ ରହିଛି ବିନ୍ଦୁସାଗରରେ ସ୍ନାନ କରି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମନୋସ୍କାମନା ପୂରଣ ହୋଇଥାଏ ।
no matches found
| body of water (Q15324) | natural=water |
| lake (Q23397) | water=lake |
| Tourist attractions in Bhubaneswar | tourism=attraction, tourism=museum |